ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭ୍ରମଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭ୍ରମଣ   ବିଶେଷ୍ୟ

ଅର୍ଥ : ଚଲାବୁଲା କରିବାର ପ୍ରକ୍ରିୟା

ଉଦାହରଣ : ରାମ ଏଣେତେଣେ ଚାଲବୁଲ କରୁଥିଲା

ସମକକ୍ଷ : ଚଲାବୁଲା, ଚାଲବୁଲ, ବିଚରଣ

घूमने-फिरने की क्रिया।

आपको प्रतिदिन घूमने-फिरने के लिए भी थोड़ा समय निकालना चाहिए।
अटन, घूमना-फिरना, भ्रमण, भ्रमणी, विचरण, विचरन

An aimless amble on a winding course.

meander, ramble

ଅର୍ଥ : ଗୋଟିଏ ସ୍ଥାନରୁ ଅନ୍ୟ ଏକ ଦୂର ସ୍ଥାନକୁ ଯିବାର କ୍ରିୟା

ଉଦାହରଣ : ସେ ଭ୍ରମଣରେ ଯାଉଛି ତାର ଯାତ୍ରା ସଫଳ ହେଲା

ସମକକ୍ଷ : ବୁଲିବା, ଯାତ୍ରା

एक स्थान से दूसरे दूरवर्ती स्थान तक जाने की क्रिया।

वह यात्रा पर है।
उसकी यात्रा सफल रही।
जात्रा, प्रयाण, प्रवास, भ्रमण, यात्रा, सफर, सफ़र, सैयाही

The act of traveling from one place to another.

journey, journeying

ଅର୍ଥ : ଯାତ୍ରା କାଳରେ ଅତିକ୍ରମ କରା ଯାଉଥିବା ଦୂରତା

ଉଦାହରଣ : ତାଙ୍କୁ ପଚାଶ ମାଇଲ ଦୂରତା ଭ୍ରମଣ କରିବାକୁ ପଡିଲା

ସମକକ୍ଷ : ଯାତ୍ରା

यात्रा काल में तय की जाने वाली दूरी।

उन्हें पचास मील लंबा सफ़र तय करना पड़ा।
सफर, सफ़र

Size of the gap between two places.

The distance from New York to Chicago.
He determined the length of the shortest line segment joining the two points.
distance, length

ଅର୍ଥ : କୌଣସି ବିଶେଷ କାର୍ଯ୍ୟପାଇଁ ବିଶେଷକରି ନିରୀକ୍ଷଣ କରି ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବାର କ୍ରିୟା

ଉଦାହରଣ : ପ୍ରଧାନମନ୍ତ୍ରୀ ଭୂକମ୍ପଗ୍ରସ୍ଥ ଅଞ୍ଚଳଗୁଡ଼ିକର ପରିଦର୍ଶନରେ ଯାଇଛନ୍ତି

ସମକକ୍ଷ : ନିରୀକ୍ଷଣ, ପରିଦର୍ଶନ

किसी विशेष कार्य के लिए एक स्थान से दूसरे स्थान तक जाने की क्रिया।

प्रधानमंत्री भूकंप ग्रस्त इलाकों के दौरे पर गए हैं।
दौरा

The act of visiting in an official capacity (as for an inspection).

visit

ଅର୍ଥ : କୌଣସି ବିଶେଷ ସ୍ଥାନକୁ ଭ୍ରମଣ ନିମନ୍ତେ କରାଯାଉଥିବା ଯାତ୍ରା

ଉଦାହରଣ : ଆମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭ୍ରମଣରେ ଯାଉଛନ୍ତି

ସମକକ୍ଷ : ଯାତ୍ରା

किसी विशेष स्थान या क्षेत्र का किसी विशेष कारण से की जानेवाली यात्रा।

हमारी कक्षा के छात्र टूर पर जा रहे हैं।
टूर, यात्रा

A journey or route all the way around a particular place or area.

They took an extended tour of Europe.
We took a quick circuit of the park.
A ten-day coach circuit of the island.
circuit, tour