ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିଚର୍ଯ୍ୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିଚର୍ଯ୍ୟା   ବିଶେଷ୍ୟ

ଅର୍ଥ : ଗୁରୁଜନ, ପୂଜ୍ୟ, ସ୍ୱାମୀଆଦିଙ୍କୁ ସୁଖ ପହଞ୍ଚାଇବାପାଇଁ କରାଯାଉଥିବା କାମ

ଉଦାହରଣ : ସେ ଦିନରାତି ନିଜ ମାତାପିତାଙ୍କ ସେବାରେ ଲାଗିଥାଏ

ସମକକ୍ଷ : ସେବା

बड़े, पूज्य, स्वामी आदि को सुख पहुँचाने के लिए किया जाने वाला काम।

वह दिन-रात अपने माता-पिता की सेवा में लगा रहता है।
अवराधन, इताअत, इताति, ख़िदमत, खिदमत, टहल, परिचर्या, सेवा

An act of help or assistance.

He did them a service.
service

ଅର୍ଥ : ଚାକରର କାମ

ଉଦାହରଣ : ଏହି ଘରର ସେବା ମୁଁ ଗଲା କୋଡ଼ିଏ ବର୍ଷହେଲା କରିଆସୁଅଛି

ସମକକ୍ଷ : ଚାକିରି, ସେବା

नौकर का काम।

इस घर की सेवा मैं पिछले बीस बरस से करता आया हूँ।
ख़िदमत, खिदमत, टहल, नौकरी, मुलाज़िमत, मुलाजिमत, सेवा

The performance of duties by a waiter or servant.

That restaurant has excellent service.
service