ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାକିରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାକିରି   ବିଶେଷ୍ୟ

ଅର୍ଥ : କୌଣସି ପଦରେ ନିଯୁକ୍ତ ହେବାର କ୍ରିୟା ବା ଭାବ

ଉଦାହରଣ : ନିଜର ପଦ ନିଯୁକ୍ତି ଖବର ଶୁଣି ସେ ବହୁତ ଖୁସି ହେଲା

ସମକକ୍ଷ : ପଦ ନିଯୁକ୍ତି, ସେବା ନିଯୁକ୍ତି

किसी पद पर नियुक्त होने की क्रिया या भाव।

अपनी पद नियुक्ति की ख़बर सुनकर उसे बहुत खुशी हुई।
पद नियुक्ति, सेवा नियुक्ति

The act of putting a person into a non-elective position.

The appointment had to be approved by the whole committee.
appointment, assignment, designation, naming

ଅର୍ଥ : ଚାକରର କାମ

ଉଦାହରଣ : ଏହି ଘରର ସେବା ମୁଁ ଗଲା କୋଡ଼ିଏ ବର୍ଷହେଲା କରିଆସୁଅଛି

ସମକକ୍ଷ : ପରିଚର୍ଯ୍ୟା, ସେବା

नौकर का काम।

इस घर की सेवा मैं पिछले बीस बरस से करता आया हूँ।
ख़िदमत, खिदमत, टहल, नौकरी, मुलाज़िमत, मुलाजिमत, सेवा

The performance of duties by a waiter or servant.

That restaurant has excellent service.
service