ଅର୍ଥ : ଯେଉଁ ସଂସ୍ଥା ବା ଗୋଷ୍ଠୀ ସେବା ପ୍ରଦାନ କରନ୍ତି
ଉଦାହରଣ :
ଆମ ସହରରେ ଏକ ନୂଆ ମୋବାଇଲ ସର୍ଭିସ ଖୋଲିଛି
ସମକକ୍ଷ : ସର୍ଭିସ
ଅର୍ଥ : ଅନ୍ୟ ନିମନ୍ତେ କର୍ତବ୍ୟ ପାଳନ, ସ୍ଥାନର ବ୍ୟବସ୍ଥା ଓ ସହାୟକ ଉପକରଣ ଆଦି
ଉଦାହରଣ :
ଏଠାକାର ହୋଟଲମାନଙ୍କରେ ଭଲ ସେବା ଉପଲବ୍ଧ
ଅର୍ଥ : ଗୁରୁଜନ, ପୂଜ୍ୟ, ସ୍ୱାମୀଆଦିଙ୍କୁ ସୁଖ ପହଞ୍ଚାଇବାପାଇଁ କରାଯାଉଥିବା କାମ
ଉଦାହରଣ :
ସେ ଦିନରାତି ନିଜ ମାତାପିତାଙ୍କ ସେବାରେ ଲାଗିଥାଏ
ସମକକ୍ଷ : ପରିଚର୍ଯ୍ୟା
ଅର୍ଥ : ସାର୍ବଜନୀନ ବା ଯେଉଁ ସରକାରୀ କାର୍ଯ୍ୟ କୌଣସି ବିଶେଷ ବିଭାଗର ଦାୟିତ୍ୱରେ ଥାଏ
ଉଦାହରଣ :
ଆଜିକାଲି ରେଳ ଓ ଉଡ଼ାଜାହାଜ ସେବା ଅଧିକ ସୁଗମ ହୋଇଗଲାଣି
ଅର୍ଥ : ସେବକର କାମ ବା ଭାବ
ଉଦାହରଣ :
ତାଙ୍କ ସେବାରେ ପ୍ରସନ୍ନ ହୋଇ ସେ ତାକୁ ପୁରସ୍କାର ଦେଲେ
ଅର୍ଥ : ଅନ୍ୟର ହିତ ବା ସୁବିଧା ନିମନ୍ତେ କୌଣସି ବ୍ୟକ୍ତି ବା ସମୂହ ଦ୍ବାରା କରାଯାଇଥିବା କାମ
ଉଦାହରଣ :
ମୋବାଇଲ କମ୍ପାନୀଗୁଡିକ ନିଜର ଗ୍ରାହାକମାନଙ୍କ ନିମନ୍ତେ ଗୋଟିଏ ଅଦ୍ବିତୀୟ ସେବା ଆରମ୍ଭ କରିଛନ୍ତି
ସମକକ୍ଷ : ସର୍ଭିସ୍