ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରଶୁରାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରଶୁରାମ   ବିଶେଷ୍ୟ

ଅର୍ଥ : ଜମଦଗ୍ନି ଋଷିଙ୍କ ଜଣେ ପୁତ୍ର ଯାହାଙ୍କୁ ଈଶ୍ୱରଙ୍କ ଷଷ୍ଠ ଅବତାର ବୋଲି ଗ୍ରହଣ କରାଯାଏ

ଉଦାହରଣ : ପରଶୁରାମ ଏକୋଇଶ ଥର କ୍ଷତ୍ରିୟମାନଙ୍କୁ ନାଶ କରିଥିଲେ

ସମକକ୍ଷ : ଭାର୍ଗବ, ଭୃଗୁନନ୍ଦନ

ऋषि जमदग्नि के एक पुत्र जो ईश्वर के छठवें अवतार माने जाते हैं।

परशुराम ने इक्कीस बार क्षत्रियों का नाश किया था।
परशुराम, ब्रह्मराशि, भार्गव, भृगुतुंग, भृगुनंद, भृगुनंदन, भृगुनन्द, भृगुनन्दन, भृगुनाथ, भृगुनायक, भृगुपति, भृगुमुख्य, भृगुराम

An incarnation of Vishnu who rid the earth of Kshatriyas.

parashurama