ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାର୍ଗବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାର୍ଗବ   ବିଶେଷ୍ୟ

ଅର୍ଥ : ଯେଉଁ ଋଷିଙ୍କୁ ଦାନବଙ୍କର ଗୁରୁ ବୋଲି ବିଚାର କରାଯାଏ

ଉଦାହରଣ : ରାକ୍ଷସମାନଙ୍କର ଉତ୍ଥାନ ନିମନ୍ତେ ଶୁକ୍ରାଚାର୍ଯ୍ୟ ସବୁବେଳେ ପ୍ରଯତ୍ନରତ ଥିଲେ

ସମକକ୍ଷ : ଅସୁରାଚାର୍ଯ୍ୟ, ଦୈତ୍ୟଗୁରୁ, ଶୁକ୍ର, ଶୁକ୍ରାଚାର୍ଯ୍ୟ

एक ऋषि जो दानवों के गुरु माने जाते हैं।

शुक्राचार्य राक्षसों का उत्थान करने के लिए सदा प्रयत्नरत रहते थे।
असुर गुरु, असुर-गुरु, असुरगुरु, असुराचार्य, आदिकवि, उशना, दानव गुरु, दानवगुरु, दैत्यपुरोधा, दैत्येज्य, भार्गव, शुक्र, शुक्राचार्य, सित

An imaginary being of myth or fable.

mythical being

ଅର୍ଥ : ଜମଦଗ୍ନି ଋଷିଙ୍କ ଜଣେ ପୁତ୍ର ଯାହାଙ୍କୁ ଈଶ୍ୱରଙ୍କ ଷଷ୍ଠ ଅବତାର ବୋଲି ଗ୍ରହଣ କରାଯାଏ

ଉଦାହରଣ : ପରଶୁରାମ ଏକୋଇଶ ଥର କ୍ଷତ୍ରିୟମାନଙ୍କୁ ନାଶ କରିଥିଲେ

ସମକକ୍ଷ : ପରଶୁରାମ, ଭୃଗୁନନ୍ଦନ

ऋषि जमदग्नि के एक पुत्र जो ईश्वर के छठवें अवतार माने जाते हैं।

परशुराम ने इक्कीस बार क्षत्रियों का नाश किया था।
परशुराम, ब्रह्मराशि, भार्गव, भृगुतुंग, भृगुनंद, भृगुनंदन, भृगुनन्द, भृगुनन्दन, भृगुनाथ, भृगुनायक, भृगुपति, भृगुमुख्य, भृगुराम

An incarnation of Vishnu who rid the earth of Kshatriyas.

parashurama

ଅର୍ଥ : ଭୃଗୁବଂଶରେ ଜାତ ପୁରୁଷ

ଉଦାହରଣ : ଶୁକ୍ରାଚାର୍ଯ୍ୟ, ପରଶୁରାମ ଆଦି ଭାର୍ଗବଙ୍କ ମଧ୍ୟରେ ଗଣାଯାନ୍ତି

भृगु के वंश में उत्पन्न पुरुष।

शुक्राचार्य, परशुराम आदि भार्गवों में से हैं।
भार्गव

ଭାର୍ଗବ   ବିଶେଷଣ

ଅର୍ଥ : ଭୃଗୁଙ୍କ ସମ୍ବନ୍ଧିତ ବା ଭୃଗୁଙ୍କର

ଉଦାହରଣ : ଭାର୍ଗବ ପୁରୁଷମାନଙ୍କମଧ୍ୟରେ ଭଗବାନଙ୍କ ଅବତାର ପର୍ଶୁରାମ ମଧ୍ୟ ସଂପୃକ୍ତ ଥିଲେ

भृगु संबंधी या भृगु का।

भार्गव पुरुषों में भगवान के अवतार परशुराम भी शामिल हैं।
भार्गव