ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆସନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆସନ   ବିଶେଷ୍ୟ

ଅର୍ଥ : ରାଜନୈତିକ ଦୃଷ୍ଟିରେ ନିର୍ମିତ ଗୋଟିଏ ବିଶେଷ କ୍ଷେତ୍ର ଯେଊଁଠାରେ ଆଶାୟୀପ୍ରାର୍ଥୀ ନିର୍ବାଚନ ଲଢିଥାନ୍ତି

ଉଦାହରଣ : ବିହାର ବିଧାନସଭା ନିର୍ବାଚନରେ ସମସ୍ତ ଆସନ ଫଳାଫଳ ଜଣାପଡିଗଲାଣି

ସମକକ୍ଷ : ସିଟ୍

राजनीतिक दृष्टि से निर्मित एक विशेष क्षेत्र जहाँ से प्रत्याशी चुनाव लड़ते हैं।

बिहार विधान सभा चुनाव के सभी सीटों के नतीजे आ गए हैं।
सीट

ଅର୍ଥ : ଯେଉଁ ବସ୍ତୁ ଉପରେ ବସିବା କାମ ହୁଏ

ଉଦାହରଣ : ଶିକ୍ଷକ ଆସିବାକ୍ଷଣି ଛାତ୍ରମାନେ ନିଜ ଆସନ ଛାଡ଼ି ଠିଆହୋଇଗଲେ

वह वस्तु जिस पर बैठा जाता हो।

गुरुजी के स्वागत में बच्चे अपना आसन छोड़कर खड़े हो गये।
अवस्तार, आसन, आस्थान मंडप, आस्थान मण्डप, आस्थान-मंडप, आस्थान-मण्डप, आस्थानिका, पीठ, पीठिका, बैठकी

Furniture that is designed for sitting on.

There were not enough seats for all the guests.
seat

ଅର୍ଥ : ବସିବାର କୌଣସି ବିଶିଷ୍ଟ ଢଙ୍ଗ ବା ମୁଦ୍ରା

ଉଦାହରଣ : ଖାଇବା ସମୟରେ ବସିବା ଢଙ୍ଗ ଉପରେ ଧ୍ୟାନ ଦେବା ଆବଶ୍ୟକ

ସମକକ୍ଷ : ବସିବା ଢଙ୍ଗ

बैठने का कोई विशिष्ट ढंग या मुद्रा।

भोजन करते समय आसन पर ध्यान देना चाहिए।
आसन, बैठक

ଅର୍ଥ : ଯୋଗର ଆସନ

ଉଦାହରଣ : ଯୋଗାସନରେ ବହୁତ ରୋଗ ନିବାରଣ ହୋଇଥାଏ

ସମକକ୍ଷ : ଯୋଗ ଆସନ, ଯୋଗାସନ

योग का आसन या शरीर के अवययों की विशिष्ट रचना।

योगासन से बहुत सारे रोगों का निवारण होता है।
आसन, बैठक, मुद्रा, योग आसन, योगमुद्रा, योगासन

ଅର୍ଥ : ଯେଉଁ ବସ୍ତ୍ର ଉପରେ ବସା ଯାଏ

ଉଦାହରଣ : ଗଜାନନ ଯୋଗ କରିବା ନିମନ୍ତେ ବସ୍ତ୍ରାସନ ବିଛାଉଛନ୍ତି

ସମକକ୍ଷ : ବସ୍ତ୍ରାସନ

वह वस्त्र जिस पर बैठा जाए।

गजानन जी योग करने के लिए आसन बिछा रहे हैं।
आसन, वस्त्रासन

Artifact made by weaving or felting or knitting or crocheting natural or synthetic fibers.

The fabric in the curtains was light and semitransparent.
Woven cloth originated in Mesopotamia around 5000 BC.
She measured off enough material for a dress.
cloth, fabric, material, textile

ଅର୍ଥ : ସମ୍ଭୋଗ ବା ମୈଥୁନ କରିବାର ପ୍ରକାର

ଉଦାହରଣ : ରତିବନ୍ଧର ସଂଖ୍ୟା ଷୋହଳ ବୋଲି କୁହାଯାଏ

ସମକକ୍ଷ : ରତିବଂଧ, ରତିବନ୍ଧ

कामशास्त्र में वर्णित संभोग या मैथुन करने के विभिन्न आसनों में से प्रत्येक।

वैवाहिक जीवन का पूर्ण सुख पाने के लिए विवाह से पूर्व रतिबंधों का ज्ञान होना चाहिए।
आसन, रति-बंध, रति-बन्ध, रतिबंध, रतिबन्ध

ଅର୍ଥ : ଯୋଗଆଦିରେ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଗୁଡ଼ିକର ବିଶିଷ୍ଟ ରଚନା

ଉଦାହରଣ : ଯୋଗ ସାଧନାପାଇଁ ଅନେକ ପ୍ରକାରର ଆସନ ବିଷୟରେ କୁହାଯାଇଛି

ସମକକ୍ଷ : ଯୋଗମୁଦ୍ରା, ଯୋଗାସନ

ଅର୍ଥ : କୌଣସି ଅଧିକାରୀ ଆସୀନ ହୋଇଥିବା ସ୍ଥାନ ବା ପଦ

ଉଦାହରଣ : ନେତା ନିଜର ପଦବୀ ଛାଡିବାକୁ ଚାହାଁନ୍ତିନାହିଁ

ସମକକ୍ଷ : ଉପାଧି, ପଦବୀ

वह स्थान या पद जिस पर कोई अधिकारी आसीन हो।

नेता अपनी कुर्सी छोड़ना ही नहीं चाहते।
अधिकारी का पद, कुरसी, कुर्सी

A job in an organization.

He occupied a post in the treasury.
berth, billet, office, place, position, post, situation, spot