ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦଦଳିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦଦଳିତ   ବିଶେଷଣ

ଅର୍ଥ : ଯାହାକୁ ଦବେଇ ଦେଇ ବହୁତ ହୀନ କରିଦିଆଯାଇଛି

ଉଦାହରଣ : ଫିରିଙ୍ଗିଙ୍କଦ୍ୱାରା ପଦଦଳିତ ଭାରତୀୟ ସମାଜ ଭିତରେ ଭିତରେ ଜଳୁଥିଲା

ସମକକ୍ଷ : ଦଳିତ

जिसे दबाकर बहुत हीन कर दिया गया हो।

फिरंगियों द्वारा पददलित भारतीय समाज अंदर ही अंदर सुलग रहा था।
अवमर्दित, दलित, पददलित, पदाक्रांत, पदाक्रान्त, पाददलित, पामाल

Abused or oppressed by people in power.

downtrodden

ଅର୍ଥ : ପାଦରେ ଦଳା ହୋଇଥିବା

ଉଦାହରଣ : ହିନ୍ଦୁ ଧର୍ମଗ୍ରନ୍ଥରେ ପଦଦଳିତ ଅନ୍ନ ସେବନ ବର୍ଜିତ ହୋଇଛି

ସମକକ୍ଷ : ଅବମର୍ଦିତ, ପାଦଦଳିତ

जो पैरों से रौंदा हुआ हो।

हिंदू धर्मग्रंथों में पददलित अन्न का सेवन वर्जित है।
अवमर्दित, पददलित, पदाक्रांत, पदाक्रान्त, परिमृदित, पाददलित, पामाल