ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଳିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଳିତ   ବିଶେଷ୍ୟ

ଅର୍ଥ : ଦଳିତ ବର୍ଗର ସଦସ୍ୟ

ଉଦାହରଣ : ସରକାର ଦଳିତଙ୍କ ବିକାଶ ନିମନ୍ତେ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ

ସମକକ୍ଷ : ଦଳିତ ବ୍ୟକ୍ତି

दलित वर्ग का सदस्य।

सरकार को दलितों के विकास के लिए ठोस कदम उठाने चाहिए।
दलित, दलित व्यक्ति

ଦଳିତ   ବିଶେଷଣ

ଅର୍ଥ : ଯାହାକୁ ଦବେଇ ଦେଇ ବହୁତ ହୀନ କରିଦିଆଯାଇଛି

ଉଦାହରଣ : ଫିରିଙ୍ଗିଙ୍କଦ୍ୱାରା ପଦଦଳିତ ଭାରତୀୟ ସମାଜ ଭିତରେ ଭିତରେ ଜଳୁଥିଲା

ସମକକ୍ଷ : ପଦଦଳିତ

जिसे दबाकर बहुत हीन कर दिया गया हो।

फिरंगियों द्वारा पददलित भारतीय समाज अंदर ही अंदर सुलग रहा था।
अवमर्दित, दलित, पददलित, पदाक्रांत, पदाक्रान्त, पाददलित, पामाल

Abused or oppressed by people in power.

downtrodden

ଅର୍ଥ : ଦରିଦ୍ର ଏବଂ ପୀଡ଼ିତ ହେବା ବ୍ୟକ୍ତି

ଉଦାହରଣ : ସରକାରଙ୍କୁ ଦଳିତ ସମାଜର ବିକାଶପାଇଁ ବାସ୍ତବ ପଦକ୍ଷେପ ନେବା ଦରକାର

ସମକକ୍ଷ : ଦୁସ୍ଥ, ପ୍ରପୀଡ଼ିତ

जो दरिद्र और पीड़ित हो।

सरकार को दलित समाज के विकास के लिए ठोस कदम उठाना चाहिए।
दलित

Abused or oppressed by people in power.

downtrodden