ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦଚାରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦଚାରଣ   ବିଶେଷ୍ୟ

ଅର୍ଥ : ପଦଚାରଣ କାମ

ଉଦାହରଣ : ପଦଚାରଣ ସ୍ୱାସ୍ଥ୍ୟପାଇଁ ଭଲ

ସମକକ୍ଷ : ବୁଲିବା

टहलने की क्रिया।

टहलना स्वास्थ्य के लिए अच्छा है।
घूमना, टहलना, टहलाव, रमण

The act of traveling by foot.

Walking is a healthy form of exercise.
walk, walking

ଅର୍ଥ : ବ୍ୟାୟାମ ବା ଆନନ୍ଦପାଇଁ ହେଉଥିବା ଗୋଟିଏ ଲମ୍ବା ପଦଯାତ୍ରା

ଉଦାହରଣ : ଆପଣ ବସନ୍ତୁ, ମୁଁ କିଛିଟା ପଦଚାରଣ କରି ବୁଲିଆସେ

ସମକକ୍ଷ : ଟହଲି

व्यायाम या आनन्द के लिए की जानेवाली पद यात्रा।

मैं अभी-अभी सैर करके आ रहा हूँ।
सैर

A long walk usually for exercise or pleasure.

She enjoys a hike in her spare time.
hike, hiking, tramp