ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଞ୍ଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଞ୍ଚ   ବିଶେଷ୍ୟ

ଅର୍ଥ : କାଗଜରେ ବିଶେଷକରି ଗୋଲ ଛେଦ କରିବା ପାଇଁ ବ୍ୟବହୃତ ଏକ ଉପକରଣ

ଉଦାହରଣ : ଲିପିକ ଆବେଦନ ପତ୍ରଗୁଡ଼ିକ ପଞ୍ଚଦ୍ୱାରା କଣା କରି ତାକୁ ଫାଇଲରେ ଲଗାଇଦେଲା

एक उपकरण जिससे कागज में विशेषकर गोल छेद किया जाता है।

लिपिक ने आवेदन पत्रों में पञ्च द्वारा छेद करके उन्हें फाइल में लगा दिया।
पंच, पञ्च

A tool for making holes or indentations.

punch, puncher

ଅର୍ଥ : କୌଣସି ଝଗଡ଼ା ବା ମାମଲାର ସମାଧାନପାଇଁ ନିଯୁକ୍ତ କରାଯାଇଥିବା ଦଳର ସଦସ୍ୟ

ଉଦାହରଣ : ପଞ୍ଚଙ୍କୁ ନିଜର ନିର୍ଣ୍ଣୟ ଭାବିଚିନ୍ତି କରିବା ଉଚିତ୍‌

कोई झगड़ा या मामला निपटाने के लिए नियत किए गये दल का कोई सदस्य।

पञ्च को अपना निर्णय सोच-समझ कर देना चाहिए।
पंच, पञ्च

Someone chosen to judge and decide a disputed issue.

The critic was considered to be an arbiter of modern literature.
The arbitrator's authority derived from the consent of the disputants.
An umpire was appointed to settle the tax case.
arbiter, arbitrator, umpire

ଅର୍ଥ : ଚୟନ ହୋଇଥିବା ଲୋକମାନଙ୍କର ଯେଉଁ ଦଳ କୌଣସି ସମସ୍ୟାକୁ ସୁଧାରିବାପାଇଁ ନିୟୋଜିତ ହୋଇଥାନ୍ତି

ଉଦାହରଣ : ପଞ୍ଚାୟତର ନିର୍ଣ୍ଣୟ ପକ୍ଷପାତରୁ ଉର୍ଦ୍ଧ୍ୱରେ ହେବା ଉଚିତ୍‌

ସମକକ୍ଷ : ପଞ୍ଚାଏତ, ପଞ୍ଚାୟତ

कुछ आदमियों का चुना हुआ वह दल जो कोई झगड़ा या मामला निपटाने के लिए नियत हो।

पञ्च का निर्णय पक्षपात से रहित होना चाहिए।
पंच, पञ्च

A body of citizens sworn to give a true verdict according to the evidence presented in a court of law.

jury

ପଞ୍ଚ   ବିଶେଷଣ

ଅର୍ଥ : ଚାରି ଓ ଏକ

ଉଦାହରଣ : ମନୁଷ୍ୟର ଶରୀର ପଞ୍ଚ ତତ୍ତ୍ୱରେ ତିଆରି

ସମକକ୍ଷ : ପାଞ୍ଚ,

चार और एक।

मनुष्य का शरीर पाँच तत्वों से मिलकर बना है।
5, V, पाँच, पांच,

Being one more than four.

5, five, v