ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଞ୍ଚାୟତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଞ୍ଚାୟତ   ବିଶେଷ୍ୟ

ଅର୍ଥ : ପଞ୍ଚମାନଙ୍କର ସଭା ଯେଉଁଥିରେ ଛୋଟମୋଟ ଝଗଡ଼ା ବା କଳହଆଦି ସମାଧାନ କରାଯାଏ

ଉଦାହରଣ : ପଞ୍ଚମାନେ କିଛି ନିର୍ଣ୍ଣୟ ନନେଇ ହିଁ ପଞ୍ଚାୟତ ଶେଷକରିଦେଲେ

पंचों की सभा जिसमें छोटे-मोटे झगड़े या विवाद आदि निपटाये जाते हैं।

पंचों ने बिना निर्णय लिए ही पंचायत समाप्त कर दी गई।
पंचायत

A village council in India or southern Pakistan.

panchayat, panchayet, punchayet

ଅର୍ଥ : କୌଣସି ବିବାଦ ବା ଝଗଡ଼ାକୁ ସମାଧାନ କରିବାପାଇଁ ମନୋନୀତ ହୋଇଥିବା ଲୋକମାନଙ୍କର ଦଳ

ଉଦାହରଣ : ପଞ୍ଚାୟତର ଫଇସଲା ନ ମାନିବା କାରଣରୁ ଗାଁ ଲୋକମାନେ ଶ୍ୟାମର ନିଆଁ-ପାଣି ବାସନ୍ଦ କରିଦେଲେ

किसी विवाद या झगड़े का निपटारा करने के लिए चुने हुए लोगों का दल।

पंचायत का फैसला न मानने के कारण गाँववालों ने श्यामू का हुक्का-पानी बंद कर दिया।
पंचायत

ଅର୍ଥ : ଚୟନ ହୋଇଥିବା ଲୋକମାନଙ୍କର ଯେଉଁ ଦଳ କୌଣସି ସମସ୍ୟାକୁ ସୁଧାରିବାପାଇଁ ନିୟୋଜିତ ହୋଇଥାନ୍ତି

ଉଦାହରଣ : ପଞ୍ଚାୟତର ନିର୍ଣ୍ଣୟ ପକ୍ଷପାତରୁ ଉର୍ଦ୍ଧ୍ୱରେ ହେବା ଉଚିତ୍‌

ସମକକ୍ଷ : ପଞ୍ଚ, ପଞ୍ଚାଏତ

कुछ आदमियों का चुना हुआ वह दल जो कोई झगड़ा या मामला निपटाने के लिए नियत हो।

पञ्च का निर्णय पक्षपात से रहित होना चाहिए।
पंच, पञ्च

A body of citizens sworn to give a true verdict according to the evidence presented in a court of law.

jury