ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁଆଦିର ପଛ ଭାଗ
ଉଦାହରଣ : ଆତଙ୍କବାଦୀ ଘର ପଛପଟେ ଲୁଚିଥିଲା
ସମକକ୍ଷ : ପଛପଟ, ପଶ୍ଚଭାଗ, ପୃଷ୍ଟଭାଗ, ବାଡ଼ିପଟେ
किसी वस्तु आदि के पीछे का भाग।
The side of an object that is opposite its front.
ଅର୍ଥ : କିଛି ଉଲ୍ଲେଖଥିବା ବା ପ୍ରଦର୍ଶିତ ସମୟ ପରେ ବା ଏହାପରେ
ଉଦାହରଣ : ମୁ ଏଠାକୁ ପରେ ଆସିବି
ସମକକ୍ଷ : ଉତ୍ତାରୁ, ଉପରାନ୍ତ, ପଛକୁ, ପରେ, ପଶ୍ଚାତ୍, ବାଦେ
किसी बताए या संदर्भित समय के उपरांत के समय में या बाद में।
Happening at a time subsequent to a reference time.
ଅର୍ଥ : ପଛରେ କିମ୍ବା ପିଠି ପଟକୁ
ଉଦାହରଣ : ସେ ପଛକୁ ବୁଲିକି ଦେଖିଲେ ଚୋର ଧିରେ-ଧିରେ ପଛରେ ଗଲା
ସମକକ୍ଷ : ପଛେ, ପଶ୍ଚାତରେ
पीछे की ओर या पीठ की ओर।
At or to or toward the back or rear.
ସଂସ୍ଥାପନ କରନ୍ତୁ