ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଛପଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଛପଟ   ବିଶେଷ୍ୟ

ଅର୍ଥ : ହାତୀର ପଛ ଭାଗ

ଉଦାହରଣ : ମାହୁନ୍ତ ହାତୀର ପଛପଟରୁ ଚଢ଼ିଲା

हाथी का पिछला भाग।

महावत अपर से हाथी पर चढ़ा।
अपर

ଅର୍ଥ : କୌଣସି ବସ୍ତୁଆଦିର ପଛ ଭାଗ

ଉଦାହରଣ : ଆତଙ୍କବାଦୀ ଘର ପଛପଟେ ଲୁଚିଥିଲା

ସମକକ୍ଷ : ପଛରେ, ପଶ୍ଚଭାଗ, ପୃଷ୍ଟଭାଗ, ବାଡ଼ିପଟେ

किसी वस्तु आदि के पीछे का भाग।

आतंकवादी घर के पिछले भाग में छिपा हुआ था।
पश्च भाग, पश्चभाग, पिछला भाग, पिछाड़ी, पीछा, पीछू, पृष्ठ भाग

The side of an object that is opposite its front.

His room was toward the rear of the hotel.
back end, backside, rear