ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଚାଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଚାଶ   ବିଶେଷ୍ୟ

ଅର୍ଥ : ଚାଳିଶରେ ଦଶ ମିଶି ମିଳୁଥିବା ସଂଖ୍ୟା

ଉଦାହରଣ : କୋଡ଼ିଏ ଆଉ ତିରିଶ ମିଶି ପଚାଶ ହୁଏ

ସମକକ୍ଷ : ପଞ୍ଚାଶ, ୫୦

चालीस और दस के योग से प्राप्त अंक।

बीस और तीस पचास होता है।
50, L, अर्द्धशत, अर्धशत, पचास, ५०

The cardinal number that is the product of ten and five.

50, fifty, l

ଅର୍ଥ : ପଞ୍ଚାଶ ବର୍ଷର ଆୟୁ ବା ଗଣନାରେ ପଞ୍ଚାଶତମ ସ୍ଥାନରେ ଆସୁଥିବା ବର୍ଷ

ଉଦାହରଣ : ମୋତେ ପଞ୍ଚାଶ ହେଲାଣି

ସମକକ୍ଷ : ପଞ୍ଚାଶ

A period of time occupying a regular part of a calendar year that is used for some particular activity.

A school year.
year

ଅର୍ଥ : ଗୋଟିଏ ପ୍ରକାରର ପଚାଶ କାମ, ବସ୍ତ୍ରୁ ଆଦିର ସମୂହ

ଉଦାହରଣ : ଆଜି ଆମର ସଂସ୍ଥାର ସଦସ୍ୟ ସଂଖ୍ୟା ପଚାଶକୁ ଟପିଗଲାଣି ଆଜି ଖେଳରେ ସଚିନ ପଚାଶ ପିଟିବା ପରେ ସବୁଲୋକେ ବାଃ ବାଃ କଲେ

एक ही तरह के पचास काम, वस्तुओं आदि का समूह।

आज हमारे संस्था की सदस्यता पचासा पार कर गई।
आज के खेल में सचिन के पचासा लगाते ही सब लोग वाहवाही करने लगे।
पचासा

ପଚାଶ   ବିଶେଷଣ

ଅର୍ଥ : ଚାଳିଶ ଏବଂ ଦଶ

ଉଦାହରଣ : ଏହି ବଗିରେ ପଚାଶ ଜଣ ଯାତ୍ରୀ ଥିଲେ

ସମକକ୍ଷ : ୫୦

चालीस और दस।

उस डिब्बे में पचास यात्री सवार थे।
50, L, अर्द्धशत, अर्धशत, पचास, ५०

Being ten more than forty.

50, fifty, l