ଅର୍ଥ : ଭୋଜନ କରିବା ସମୟରେ ଖାଦ୍ୟଗ୍ରହଣ କରୁଥିବାଲୋକଙ୍କ ପଂକ୍ତି
ଉଦାହରଣ :
ପଙ୍ଗତରେ ଜଣଜଣ କରି ଭୋଜନ ପରଷା ଯାଉଛି
ସମକକ୍ଷ : ପଂକ୍ତିଭୋଜନ, ପଂଗତ
ଅର୍ଥ : ଏକାଧିକଲୋକ ଏକାଠି ବସି ଭୋଜନ କରୁଥିବା କ୍ରିୟା
ଉଦାହରଣ :
ଆଜି ରାମ ଘରେ ଭୋଜି ଅଛି
ସମକକ୍ଷ : ପଂକ୍ତିଭୋଜନ, ଭୋଜି, ଭୋଜିଭାତ