ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଂଗତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଂଗତ   ବିଶେଷ୍ୟ

ଅର୍ଥ : ଭୋଜନ କରିବା ସମୟରେ ଖାଦ୍ୟଗ୍ରହଣ କରୁଥିବାଲୋକଙ୍କ ପଂକ୍ତି

ଉଦାହରଣ : ପଙ୍ଗତରେ ଜଣଜଣ କରି ଭୋଜନ ପରଷା ଯାଉଛି

ସମକକ୍ଷ : ପଂକ୍ତିଭୋଜନ, ପଙ୍ଗତ

भोजन करने के समय भोजन करनेवालों की पंक्ति।

पंगत को एक-एक करके भोजन परोसा जा रहा है।
पँत्यारी, पंक्ति, पंगत, पंगति

A formation of people or things one beside another.

The line of soldiers advanced with their bayonets fixed.
They were arrayed in line of battle.
The cast stood in line for the curtain call.
line

ଅର୍ଥ : ତନ୍ତୀର ତନ୍ତରେ ଲାଗୁଥିବା ଗୋଟିଏ ଉପକରଣ

ଉଦାହରଣ : ଏହି ତନ୍ତର ପଙ୍ଗତ ଭାଙ୍ଗି ଯାଇଛି

ସମକକ୍ଷ : ପଙ୍ଗତ

जुलाहे के करघे में लगनेवाला एक औज़ार।

इस करघे का पंगत टूट गया है।
पंगत