ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଙ୍ଖା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଙ୍ଖା   ବିଶେଷ୍ୟ

ଅର୍ଥ : ବିଶେଷ ପ୍ରକାରରେ ତିଆରି ହୋଇଥିବା ଯେଉଁ ଉପକରଣ ଚାଲିଲେ ପବନ ମିଳିଥାଏ

ଉଦାହରଣ : ମା ପଙ୍ଖାରେ ପବନ ଖାଉଛନ୍ତି

विशेष प्रकार से बनाया हुआ वह उपकरण जिसके चलने से हवा मिलती है।

माँ पंखे से हवा झल रही है।
पंखा

A device for creating a current of air by movement of a surface or surfaces.

fan