ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଙ୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଙ୍କ   ବିଶେଷ୍ୟ

ଅର୍ଥ : କୌଣସି ଜିନିଷର ବହଳିଆ‌ ମଇଳା

ଉଦାହରଣ : ତାଙ୍କ ଦେହରେ ବହୁତ କାଦୁଅ ଲାଗିଛି(ତାଙ୍କ ଆଖିରେ ବହୁତ ଲେଞ୍ଜରା ଲାଗିଛି)

ସମକକ୍ଷ : କାଦୁଅ

किसी चीज़ का गाढ़ा मल।

उसकी आँख में बहुत कीचड़ है।
कीचड़

ଅର୍ଥ : ଯେଉଁ ଭୂମି ବହୁତ ତଳ ପର୍ଯ୍ୟନ୍ତ ଆଦ୍ର ଏବଂ ନରମ ଯେଉଁଥିରେ କୌଣସି ବସ୍ତୁ ଧସିଯାଇ ତଳ ପର୍ଯ୍ୟନ୍ତ ଯାଏ

ଉଦାହରଣ : ସେ ପଙ୍କରେ ପଡ଼ିଗଲା

ସମକକ୍ଷ : କାଦୁଅ

वह भूमि जो बहुत नीचे तक गीली और मुलायम हो तथा जिसमें कोई वस्तु धँसती चली जाए।

वह दलदल में गिर गया।
जहदा, दलदल, दलदली ज़मीन, धँसान, धँसाव, धंसान, धंसाव, सेमर