ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାଦୁଅ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାଦୁଅ   ବିଶେଷ୍ୟ

ଅର୍ଥ : କୌଣସି ଜିନିଷର ବହଳିଆ‌ ମଇଳା

ଉଦାହରଣ : ତାଙ୍କ ଦେହରେ ବହୁତ କାଦୁଅ ଲାଗିଛି(ତାଙ୍କ ଆଖିରେ ବହୁତ ଲେଞ୍ଜରା ଲାଗିଛି)

ସମକକ୍ଷ : ପଙ୍କ

किसी चीज़ का गाढ़ा मल।

उसकी आँख में बहुत कीचड़ है।
कीचड़

ଅର୍ଥ : ଅଳ୍ପ ଓଦାଳିଆ ମାଟି

ଉଦାହରଣ : ମଜୁରିଆ ମାଟି କାନ୍ଥରେ କାଦୁଅ ଲେପୁଛି

थोड़ी गीली सनी हुई मिट्टी।

मजदूर मिट्टी की दीवार पर गिलावा पोत रहा है।
गिलावा, लेवार

ଅର୍ଥ : ପାଣିରେ ମିଶାଯାଇଥିବା ଧୁଳି, ମାଟିଆଦି

ଉଦାହରଣ : ବର୍ଷାରେ ସବୁ ମାଟି ରାସ୍ତା କାଦୁଅରେ ଭର୍ତ୍ତି ହୋଇଯାଏ

ସମକକ୍ଷ : କର୍ଦ୍ଦମ

पानी में मिली हुई धूल, मिट्टी, आदि।

बारिश में सारे कच्चे रास्ते कीचड़ से भर जाते हैं।
कनई, कर्दम, काँदो, कांदो, कादो, कीच, कीचड़, चहला, दम, निषद्वर, नीवर, पंक, शाद

Water soaked soil. Soft wet earth.

clay, mud

ଅର୍ଥ : ଯେଉଁ ଭୂମି ବହୁତ ତଳ ପର୍ଯ୍ୟନ୍ତ ଆଦ୍ର ଏବଂ ନରମ ଯେଉଁଥିରେ କୌଣସି ବସ୍ତୁ ଧସିଯାଇ ତଳ ପର୍ଯ୍ୟନ୍ତ ଯାଏ

ଉଦାହରଣ : ସେ ପଙ୍କରେ ପଡ଼ିଗଲା

ସମକକ୍ଷ : ପଙ୍କ

वह भूमि जो बहुत नीचे तक गीली और मुलायम हो तथा जिसमें कोई वस्तु धँसती चली जाए।

वह दलदल में गिर गया।
जहदा, दलदल, दलदली ज़मीन, धँसान, धँसाव, धंसान, धंसाव, सेमर