ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପକ୍ଷୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପକ୍ଷୀ   ବିଶେଷ୍ୟ

ଅର୍ଥ : ପକ୍ଷ ଓ ଚଞ୍ଚୁ ଥିବା ଦୁଇପଦ ବିଶିଷ୍ଟ ପକ୍ଷୀ ଯାହାର ଉତ୍ପତ୍ତି ଅଣ୍ଡାରୁ ହୋଇଥାଏ ଓ ଯିଏ ଗରମରକ୍ତ ବିଶିଷ୍ଟ

ଉଦାହରଣ : ହ୍ରଦ କୂଳରେ ରଙ୍ଗ ବେରଙ୍ଗର ପକ୍ଷୀ ବସିଛନ୍ତି

ସମକକ୍ଷ : ଆକାଶଚାରୀ, ଖଗ, ଚଢ଼େଇ, ନଭଚର, ବିହଗ, ବିହଙ୍ଗ, ବିହଙ୍ଗମ

Warm-blooded egg-laying vertebrates characterized by feathers and forelimbs modified as wings.

bird

ପକ୍ଷୀ   ବିଶେଷଣ

ଅର୍ଥ : ପକ୍ଷୀ ସମ୍ବନ୍ଧୀୟ ବା ପକ୍ଷୀର

ଉଦାହରଣ : ସେ ପକ୍ଷୀ ସମ୍ବନ୍ଧୀୟ ଅଧ୍ୟୟନରେ ରୁଚି ରଖିଛି

पक्षी संबंधी या पक्षी का।

वह पक्षीय अध्ययन में रुचि लेता है।
खगीय, पक्षी संबंधी, पक्षीय, विहंगी, विहंगीय, शाकुन

Pertaining to or characteristic of birds.

avian