ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୱାବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନୱାବ   ବିଶେଷ୍ୟ

ଅର୍ଥ : ମୋଗଲ ବାଦଶାହାଙ୍କ ଯେଉଁ ପ୍ରତିନିଧି ଯେ କୌଣସି ପ୍ରଦେଶର ଶାସନପାଇଁ ନିଯୁକ୍ତ ହେଉଥିଲେ

ଉଦାହରଣ : ବାଦଶାହା ସମସ୍ତ ନବାବଙ୍କୁ ନିଜ ଦରବାରରେ ଉପସ୍ଥିତ ହେବାପାଇଁ ହୁକୁମ ଦେଲେ

ସମକକ୍ଷ : ନବାବ

मुगल बादशाहों का वह प्रतिनिधि जो किसी प्रदेश के शासन के लिए नियुक्त होता था।

बादशाह ने सभी नवाबों को अपने दरबार में पेश होने का हुक्म दिया।
नवाब

A governor in India during the Mogul empire.

nabob, nawab