ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନବାବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନବାବ   ବିଶେଷ୍ୟ

ଅର୍ଥ : ମୋଗଲ ବାଦଶାହାଙ୍କ ଯେଉଁ ପ୍ରତିନିଧି ଯେ କୌଣସି ପ୍ରଦେଶର ଶାସନପାଇଁ ନିଯୁକ୍ତ ହେଉଥିଲେ

ଉଦାହରଣ : ବାଦଶାହା ସମସ୍ତ ନବାବଙ୍କୁ ନିଜ ଦରବାରରେ ଉପସ୍ଥିତ ହେବାପାଇଁ ହୁକୁମ ଦେଲେ

ସମକକ୍ଷ : ନୱାବ

मुगल बादशाहों का वह प्रतिनिधि जो किसी प्रदेश के शासन के लिए नियुक्त होता था।

बादशाह ने सभी नवाबों को अपने दरबार में पेश होने का हुक्म दिया।
नवाब

A governor in India during the Mogul empire.

nabob, nawab

ଅର୍ଥ : ଇଂରେଜ ସରକାରଙ୍କ ଠାରୁ ମୁସଲମାନ୍ ଧନୀମାନଙ୍କୁ ମିଳିଥିବା ଏକ ଉପାଧି ଯାହାକୁ ସେମାନେ ନିଜ ନାମ ସହିତ ଲଗାଉ ଥିଲେ

ଉଦାହରଣ : ଲକ୍ଷ୍ନୌ ନବାବମାନଙ୍କ ସହର

एक उपाधि जो मुसलमान अमीरों को अँग्रेजी सरकार की ओर से मिलती थी जिसे वे अपने नाम के साथ लगाते थे।

लखनऊ नवाबों का शहर है।
नवाब

ନବାବ   ବିଶେଷଣ

ଅର୍ଥ : ବହୁତ ଆଡ଼ମ୍ବର ଏବଂ ଧନାଢ଼୍ୟ ଢଙ୍ଗରେ ରହିବା ଲୋକ

ଉଦାହରଣ : ତୁମ ନବାବ ପୁଅ ସହରରେ ପାନ - ଭୋଜନୋତ୍ସବରେ ପଇସା ଉଡ଼ାଉଛି

बहुत शान-शौकत और अमीरी ढंग से रहनेवाला।

तुम्हारा नवाब बेटा शहर में गुलछर्रे उड़ा रहा है।
नवाब