ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନେପଥ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନେପଥ୍ୟ   ବିଶେଷ୍ୟ

ଅର୍ଥ : ଅଭିନୟ ଆଦିରେ ରଙ୍ଗମଞ୍ଚର ପଛଭାଗ ଯେଉଁ ସ୍ଥାନ ଦର୍ଶକଙ୍କ ଦୃଷ୍ଟିର ଆଢ଼ୁଆଳରେ ଥାଏ ଓ ନାଟକର ପାତ୍ର ଉପଯୁକ୍ତ ବେଶଭୂଷାରେ ସୁସଜ୍ଜିତ ହୁଅନ୍ତି

ଉଦାହରଣ : ନାଟକ ମଝିରେ ନେପଥ୍ୟରୁ କୋଳାହଳ ଶୁଣାଯାଉଛି

ସମକକ୍ଷ : ଗ୍ରୀନ ହାଉସ, ନେପଥ୍ୟ ଗୃହ

अभिनय आदि में रंगमंच के पीछे का वह भाग या स्थान जो दर्शकों की दृष्टि से ओझल रहता है और जहाँ नाटक के पात्र उपयुक्त वेश-भूषा से सज्जित होते हैं।

नाटक के बीच में नेपथ्य से दहाड़ने की आवाज़ आ रही थी।
नेपथ्य, नेपथ्य गृह

A stage area out of sight of the audience.

backstage, offstage, wing