ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନେପଥ୍ୟ ଗୃହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନେପଥ୍ୟ ଗୃହ   ବିଶେଷ୍ୟ

ଅର୍ଥ : ଅଭିନୟ ଆଦିରେ ରଙ୍ଗମଞ୍ଚର ପଛଭାଗ ଯେଉଁ ସ୍ଥାନ ଦର୍ଶକଙ୍କ ଦୃଷ୍ଟିର ଆଢ଼ୁଆଳରେ ଥାଏ ଓ ନାଟକର ପାତ୍ର ଉପଯୁକ୍ତ ବେଶଭୂଷାରେ ସୁସଜ୍ଜିତ ହୁଅନ୍ତି

ଉଦାହରଣ : ନାଟକ ମଝିରେ ନେପଥ୍ୟରୁ କୋଳାହଳ ଶୁଣାଯାଉଛି

ସମକକ୍ଷ : ଗ୍ରୀନ ହାଉସ, ନେପଥ୍ୟ

अभिनय आदि में रंगमंच के पीछे का वह भाग या स्थान जो दर्शकों की दृष्टि से ओझल रहता है और जहाँ नाटक के पात्र उपयुक्त वेश-भूषा से सज्जित होते हैं।

नाटक के बीच में नेपथ्य से दहाड़ने की आवाज़ आ रही थी।
नेपथ्य, नेपथ्य गृह

A stage area out of sight of the audience.

backstage, offstage, wing