ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିୟମିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିୟମିତ   କ୍ରିୟା ବିଶେଷଣ

ଅର୍ଥ : ନିୟମିତ ରୂପେ ବା ନିୟମିତ ସମୟରେ

ଉଦାହରଣ : ଆମ ବାପା ନିୟମିତ ପୂଜାପାଠ କରନ୍ତି

ସମକକ୍ଷ : ନିର୍ଦିଷ୍ଟଭାବରେ

नियमित रूप से या नियमित समय पर।

हमारे पिताजी नियमिततः पूजा-पाठ करते हैं।
नियम से, नियमानुसार, नियमिततः, बदस्तूर

In a regular manner.

Letters arrived regularly from his children.
on a regular basis, regularly

ନିୟମିତ   ବିଶେଷଣ

ଅର୍ଥ : ନିୟମରେ ବନ୍ଧା ହେବା

ଉଦାହରଣ : ତାର ସବୁକାମ ନିୟମିତ ରୂପରେ ଚାଲୁଛି

ସମକକ୍ଷ : ନିୟମବଦ୍ଧ

नियमों से बँधा हुआ।

उसका हर काम नियमित रूप से चलता है।
नियमबद्ध, नियमित, रेगुलर, रेग्युलर, रेग्यूलर