ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିହିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିହିତ   ବିଶେଷଣ

ଅର୍ଥ : ଯାହା ନିହିତ ବା ଅନ୍ତର୍ଗତ

ଉଦାହରଣ : ଏହି କବିତାରେ ଭଲ ବିଚାର ସମାବିଷ୍ଟ ହୋଇଛି

ସମକକ୍ଷ : ଅଙ୍ଗିଭୁତ, ଅନ୍ତର୍ଗତ, ସନ୍ନିବିଷ୍ଟ, ସମାବିଷ୍ଟ

जिसका समावेश हो चुका हो या कर दिया गया हो।

नेट में समाविष्ट सुविधाओं का लाभ उठाएँ।
समाविष्ट, समावेशित

Formed or united into a whole.

incorporate, incorporated, integrated, merged, unified

ଅର୍ଥ : କେଉଁଠି ବା କାହାରି ଭିତରେ ରଖାଯାଇଥିବା, ପଡ଼ିଥିବା, ବା ଲୁଚି ରହିଥିବା

ଉଦାହରଣ : ଏହି କବିତାରେ ନିହିତ ଭାବାର୍ଥକୁ ସ୍ପଷ୍ଟ କର

कहीं या किसी के अंदर रखा, पड़ा या छिपा हुआ।

इस कविता में निहित भावार्थ स्पष्ट करो।
गर्भित, निहित