ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିହାଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିହାଇ   ବିଶେଷ୍ୟ

ଅର୍ଥ : ଲୁହାର ଯେଉଁ ଆଧାର ଉପରେ ବଣିଆ, କମାର ଆଦି କୌଣସି ଜିନିଷ ରଖି ହାତୁଡ଼ିରେ ପିଟନ୍ତି

ଉଦାହରଣ : କମାର ଖୁରୁପିକୁ ନିହାଇ ଉପରେ ରଖି ପିଟୁଛି

लोहे का वह आधार जिस पर सुनार, लुहार आदि कोई चीज रखकर हथौड़े से पीटते हैं।

लुहार खुरपे को निहाई पर रखकर पीट रहा है।
अरहन, अहरन, आहरन, निहाई, स्थूला

A heavy block of iron or steel on which hot metals are shaped by hammering.

anvil