ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପରସ୍ପର ବିରୋଧୀ ପକ୍ଷଙ୍କଠାରୁ ଅଲଗା ରହିବା ବ୍ୟକ୍ତି
ଉଦାହରଣ : ନିରପେକ୍ଷ ନେତାମାନଙ୍କ ଯୋଗୁଁ କେନ୍ଦ୍ରରେ କୌଣସି ଦଳର ସରକାର ହୋଇପାରିଲା ନାହିଁ ଏବଂ ରାଷ୍ଟ୍ରପତି ଶାସନ ଲାଗୁକରିବା ଦରକାର ପଡ଼ିଲା
ସମକକ୍ଷ : ଅପକ୍ଷ, ନିରପେକ୍ଷ, ପକ୍ଷପାତରହିତ
परस्पर विरोधी पक्षों से अलग रहने वाला।
Free from undue bias or preconceived opinions.
ସଂସ୍ଥାପନ କରନ୍ତୁ