ଅର୍ଥ : ପରସ୍ପର ବିରୋଧୀ ପକ୍ଷଙ୍କଠାରୁ ଅଲଗା ରହିବା ବ୍ୟକ୍ତି
ଉଦାହରଣ :
ନିରପେକ୍ଷ ନେତାମାନଙ୍କ ଯୋଗୁଁ କେନ୍ଦ୍ରରେ କୌଣସି ଦଳର ସରକାର ହୋଇପାରିଲା ନାହିଁ ଏବଂ ରାଷ୍ଟ୍ରପତି ଶାସନ ଲାଗୁକରିବା ଦରକାର ପଡ଼ିଲା
ସମକକ୍ଷ : ଅପକ୍ଷ, ନିଷ୍ପକ୍ଷ, ପକ୍ଷପାତରହିତ
ଅର୍ଥ : ଯେଉଁଠାରେ ପକ୍ଷପାତ ହୁଏ ନାହିଁ
ଉଦାହରଣ :
ପକ୍ଷପାତହୀନ ଦୃଷ୍ଟି ଥିଲେ ହିଁ ନିର୍ଣ୍ଣାୟକ ଠିକ ନିର୍ଣ୍ଣୟ ନେଇପାରିବେ
ସମକକ୍ଷ : ପକ୍ଷପାତହୀନ, ଭେଦଭାବହୀନ