ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପକ୍ଷ   ବିଶେଷଣ

ଅର୍ଥ : ପରସ୍ପର ବିରୋଧୀ ପକ୍ଷଙ୍କଠାରୁ ଅଲଗା ରହିବା ବ୍ୟକ୍ତି

ଉଦାହରଣ : ନିରପେକ୍ଷ ନେତାମାନଙ୍କ ଯୋଗୁଁ କେନ୍ଦ୍ରରେ କୌଣସି ଦଳର ସରକାର ହୋଇପାରିଲା ନାହିଁ ଏବଂ ରାଷ୍ଟ୍ରପତି ଶାସନ ଲାଗୁକରିବା ଦରକାର ପଡ଼ିଲା

ସମକକ୍ଷ : ନିରପେକ୍ଷ, ନିଷ୍ପକ୍ଷ, ପକ୍ଷପାତରହିତ

परस्पर विरोधी पक्षों से अलग रहने वाला।

तटस्थ नेताओं की वज़ह से केंद्र में किसी भी दल की सरकार नहीं बनी और राष्ट्रपति शासन लागू करना पड़ा।
अनपेक्ष, अपक्षपाती, उदासीन, तटस्थ, निरपेक्ष, निरीह, निष्पक्ष, पक्षपातरहित, पक्षपातशून्य

Free from undue bias or preconceived opinions.

An unprejudiced appraisal of the pros and cons.
The impartial eye of a scientist.
impartial, unprejudiced

ଅର୍ଥ : ଯାହାର ଡେଣା ନ ଥାଏ

ଉଦାହରଣ : ଡେଣାହୀନ ଚଢ଼େଇଟିକୁ ବିଲେଇ ଖାଇଗଲା

ସମକକ୍ଷ : ଡେଣାହୀନ, ପକ୍ଷହୀନ

बिना पंख या पर का।

पंखहीन चिड़िया को बिल्ली खा गई।
अपक्ष, अपच्छी, अपत्र, पंखहीन, पक्षरहित

Not having feathers.

The unfeathered brood.
unfeathered