ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଶ   ବିଶେଷ୍ୟ

ଅର୍ଥ : ପୋକ ଆଦିଙ୍କ ମୁଣ୍ଡରେ ମିଳୁଥିବା ଗୋଟିଏ ଅବା ଦୁଇଟି ଅତି ସମ୍ବେଦନଶୀଳ ଚଳମାନ ଉପାଙ୍ଗ ଯାହାକି ସ୍ପର୍ଶ ଏବଂ ସ୍ବାଦ ନିମନ୍ତେ ବିଶେଷ ରୂପେ ଏହା ସମ୍ବେଦନଶୀଳ ହୋଇଥାଏ

ଉଦାହରଣ : ଅସରପାର ଦୁଇଟି ଶୁଣ୍ଡା ଥାଏ

ସମକକ୍ଷ : ଏଁଣ୍ଟିନା, ଏଂଟିନା, ଶୁଣ୍ଡା

कीड़ों आदि के सिर पर पाया जाने वाला अति संवेदनशील चल उपांग जो कि स्पर्श एवं स्वाद के लिए विशेष रूप से संवेदनशील होता है।

तिलचट्टे के दो ऐंटिने होते हैं।
एंटिना, एंटीना, एन्टिना, एन्टीना, ऐंटिना, ऐंटीना, ऐन्टिना, ऐन्टीना

One of a pair of mobile appendages on the head of e.g. insects and crustaceans. Typically sensitive to touch and taste.

antenna, feeler

ଅର୍ଥ : ବିଶେଷ କରି ପୁରୁଷଙ୍କ ଉପର ଓଠରେ ଉଠିଥିବା କେଶ

ଉଦାହରଣ : ଆଜିକାଲି ସହରୀ ଯୁବକ ନିଶ ରଖିବା ପସନ୍ଦ କରନ୍ତି ନାହିଁ

ସମକକ୍ଷ : ମୁଛ

ऊपरी होंठ पर के बाल जो विशेषकर पुरुषों के होते हैं।

आजकल के नगरीय युवा मूँछ रखना पसंद नहीं करते।
मूँछ

An unshaved growth of hair on the upper lip.

He looked younger after he shaved off his mustache.
moustache, mustache