ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଶା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଶା   ବିଶେଷ୍ୟ

ଅର୍ଥ : ମଦ, ଭାଙ୍ଗ ଆଦି ମାଦକ ପଦାର୍ଥ ସେବନଯୋଗୁଁ ହେଉଥିବା ମାନସିକ ଅବସ୍ଥା

ଉଦାହରଣ : ମଦନିଶାରେ ପୋଲିସ ନିର୍ଦ୍ଦୋଷ ରବିକୁ ଖୁବ୍‌ ପିଟିଲା

वह मानसिक अवस्था जो शराब, भाँग आदि मादक पदार्थों के सेवन से होती है।

शराब के नशे में चूर सिपाही ने निर्दोष रवि को बहुत पीटा।
अभिमाद, अमल, कैफ, कैफ़, ख़ुमार, ख़ुमारी, खुमार, खुमारी, नशा, मद

A temporary state resulting from excessive consumption of alcohol.

drunkenness, inebriation, inebriety, insobriety, intoxication, tipsiness

ଅର୍ଥ : ସୂର୍ଯ୍ୟାସ୍ତ ଓ ସୂର୍ଯୋଦୟର ମଧ୍ୟବର୍ତ୍ତୀ ସମୟ

ଉଦାହରଣ : ଶ୍ୟାମ ରାତି ଏଗାରଟା ପର୍ଯ୍ୟନ୍ତ ପଢ଼େ ଶୀତଦିନେ ରାତି ବଡ଼ ହୋଇଥାଏ

ସମକକ୍ଷ : ନିଶି, ନିଶୀଥ, ନିଶୀଥିନୀ, ବିଭାବରୀ, ଯାମିନୀ, ରଜନୀ ରାତ୍ର, ରାତି, ରାତ୍ରି, ଶର୍ବରୀ

The time after sunset and before sunrise while it is dark outside.

dark, night, nighttime