ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଶାଖୋର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଶାଖୋର   ବିଶେଷ୍ୟ

ଅର୍ଥ : ଯେ ପ୍ରାୟତଃ କୌଣସି ନିଶା ସେବନ କରିଥାଏ

ଉଦାହରଣ : ଦୁଇଜଣ ନିଶାଖୋର ନିଶା ଖାଇଲାପରେ ନିଜ ନିଜ ମଧ୍ୟରେ କଳି କଲେ

ସମକକ୍ଷ : ନିଶାସକ୍ତ

वह जो प्रायः किसी नशे का सेवन करता हो।

दो नशेबाज़ नशा करने के बाद आपस में ही उलझ गये।
नशाख़ोर, नशाखोर, नशेड़ी, नशेबाज, नशेबाज़

A chronic drinker.

drunk, drunkard, inebriate, rummy, sot, wino

ନିଶାଖୋର   ବିଶେଷଣ

ଅର୍ଥ : ଯେ ସବୁଦିନ ନିଶାଖାଏ ବା ନିଶା ହେବାପାଇଁ କିଛି ନିଶାଦ୍ରବ୍ୟ ସେବନ କରେ

ଉଦାହରଣ : ନିଶାରେ ମାରପିଟ୍‌ କରିବା କାରଣରୁ ଦୁଇଜଣ ନିଶାଖୋର ବ୍ୟକ୍ତିଙ୍କୁ କାରାଗାର ଦେଖିବାକୁ ପଡ଼ିଲା

ସମକକ୍ଷ : ନିଶାବାଜ

जो नित्य नशा करता हो या नशे के लिए कुछ नशीले पदार्थों का सेवन करता हो।

नशे में मार-पीट करने के कारण दो नशेबाज़ व्यक्तियों को हवालात का मुँह देखना पड़ा।
अमली, क़ैफ़ी, कैफी, नशाख़ोर, नशाखोर, नशेड़ी, नशेबाज, नशेबाज़

Compulsively or physiologically dependent on something habit-forming.

She is addicted to chocolate.
Addicted to cocaine.
addicted