ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଶାସକ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଶାସକ୍ତ   ବିଶେଷ୍ୟ

ଅର୍ଥ : ଯେ ପ୍ରାୟତଃ କୌଣସି ନିଶା ସେବନ କରିଥାଏ

ଉଦାହରଣ : ଦୁଇଜଣ ନିଶାଖୋର ନିଶା ଖାଇଲାପରେ ନିଜ ନିଜ ମଧ୍ୟରେ କଳି କଲେ

ସମକକ୍ଷ : ନିଶାଖୋର

वह जो प्रायः किसी नशे का सेवन करता हो।

दो नशेबाज़ नशा करने के बाद आपस में ही उलझ गये।
नशाख़ोर, नशाखोर, नशेड़ी, नशेबाज, नशेबाज़

A chronic drinker.

drunk, drunkard, inebriate, rummy, sot, wino