ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିରାମୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିରାମୟ   ବିଶେଷଣ

ଅର୍ଥ : ଯାହାର କୌଣସି ରୋଗ ନାହିଁ ବା ଯାହାର ସ୍ୱାସ୍ଥ୍ୟ ଭଲ ଅଛି

ଉଦାହରଣ : ଏବେ ଆପଣଙ୍କ ଶରୀର ସୁସ୍ଥ ସୁସ୍ଥ ଶରୀରରେ ହିଁ ସୁସ୍ଥ ମସ୍ତିଷ୍କର ବିକାଶ ହୁଏ ଏହି ଔଷଧପ୍ରଭାବରେ ଦୁଇଦିନ ମଧ୍ୟରେ ମୋ ରୋଗ ଭଲ ହୋଇଗଲା

ସମକକ୍ଷ : ନୀରୋଗ, ରୋଗଶୂନ୍ୟ, ସୁସ୍ଥ

जिसे कोई रोग न हो या जिसका स्वास्थ्य अच्छा हो।

अब आपका शरीर स्वस्थ है।
स्वस्थ शरीर में ही स्वस्थ मस्तिष्क का विकास होता है।
इस दवा से दो दिन में ही मेरी तबीयत बहाल हो गई।
अगद, अच्छा, अनामय, अभुग्न, अयक्ष्म, अरुगण, अरुग्ण, अरुज, अरोग, अरोगी, अरोग्य, अविपन्न, आरोग, आरोग्य, ख़ासा, खासा, चंगा, ठीक, तंदुरुस्त, तन्दुरुस्त, निराधि, निरामय, निरोग, निरोगी, निर्व्याधि, नीरोग, फिट, बहाल, भला-चंगा, रोगमुक्त, रोगरहित, रोगशून्य, रोगहीन, विरुज, व्याधिहीन, संसिद्ध, सेहतमंद, स्वस्थ