ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିମଜ୍ଜନ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିମଜ୍ଜନ ହେବା   କ୍ରିୟାପଦ

ଅର୍ଥ : ପାଣିରେ ପଶି ସ୍ନାନ କରିବା

ଉଦାହରଣ : ଋଷି ପ୍ରତିଦିନ ଗଙ୍ଗା ନଦୀରେ ନିମଜ୍ଜନ ହୁଅନ୍ତି

ସମକକ୍ଷ : ଅବଗାହନ ହେବା, ଗାଧୋଇବା, ବୁଡିବା, ସ୍ନାନ କରିବା

पानी में घुसकर स्नान करना।

ऋषि प्रतिदिन गंगा नदी में निमज्जन करते हैं।
अवगाहना, निमज्जन करना