ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାଧୋଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାଧୋଇବା   ବିଶେଷ୍ୟ

ଅର୍ଥ : ଗାଧୋଇବା କ୍ରିୟା

ଉଦାହରଣ : ମା ଗାଧୋଇବା ପରେ ଛୁଆକୁ ତେଲ ଲଗାଉଛନ୍ତି

नहलाने की क्रिया।

माँ नहलाई के बाद बच्चे को तेल लगा रही है।
नहलाई, नहलाना, नहवाई

The act of washing yourself (or another person).

bathing, washup

ଗାଧୋଇବା   କ୍ରିୟାପଦ

ଅର୍ଥ : ଦେହକୁ ସଫା କରିବାପାଇଁ ପାଣିରେ ଧୋଇବା

ଉଦାହରଣ : ଜେଜେ ଶୀତ ଦିନରେ ଉଷୁମ ପାଣିରେ ଗାଧାନ୍ତି

ସମକକ୍ଷ : ସ୍ନାନ କରିବା

शरीर साफ करने के लिए उसे जल से धोना।

दादाजी ठंड के दिनों में गुनगुने पानी से नहाते हैं।
अन्हाना, नहाना, स्नान करना

Cleanse the entire body.

Bathe daily.
bathe

ଅର୍ଥ : ରଜୋଧର୍ମରୁ ନିବୃତ୍ତ ହେଲାପରେ ସ୍ତ୍ରୀ ସ୍ନାନ କରିବା

ଉଦାହରଣ : ପ୍ରାୟ ସ୍ତ୍ରୀଲୋକମାନେ ତିନିଦିନ ପରେ ଗାଧାନ୍ତି

ସମକକ୍ଷ : ସ୍ନାନ କରିବା

रजोधर्म से निवृत्त होने पर स्त्री का स्नान करना।

प्रायः स्त्रियाँ तीन दिन के बाद नहाती हैं।
नहाना

ଅର୍ଥ : ପାଣିରେ ପଶି ସ୍ନାନ କରିବା

ଉଦାହରଣ : ଋଷି ପ୍ରତିଦିନ ଗଙ୍ଗା ନଦୀରେ ନିମଜ୍ଜନ ହୁଅନ୍ତି

ସମକକ୍ଷ : ଅବଗାହନ ହେବା, ନିମଜ୍ଜନ ହେବା, ବୁଡିବା, ସ୍ନାନ କରିବା

पानी में घुसकर स्नान करना।

ऋषि प्रतिदिन गंगा नदी में निमज्जन करते हैं।
अवगाहना, निमज्जन करना