ଅର୍ଥ : ଦାୟିତ୍ବ, ଦେଣା ଆଦିରୁ ମୁକୁଳିବାର ଅବସ୍ଥା ବା ଭାବ
ଉଦାହରଣ :
ଅତିରିକ୍ତ କରଜରୁ ମୁକୁଳିବା ପାଇଁ ଘର ବିକିବା ଛଡା ଅନ୍ୟ ଗତିନାହିଁ
ସମକକ୍ଷ : ମୁକ୍ତି
ଅର୍ଥ : କୌଣସି ପ୍ରକାର ଜଂଜାଳ, ବନ୍ଧନ, ଝଂଝଟ ଇତ୍ୟାଦିରୁ ମୁକ୍ତ ହେବାର କ୍ରିୟା
ଉଦାହରଣ :
କୌଣସି ପ୍ରକାର ବନ୍ଧନରୁ ମୁକ୍ତି ହେବାର ଆଶା ସମସ୍ତଙ୍କର ଥାଏ
ସମକକ୍ଷ : ବନ୍ଧନ ମୁକ୍ତ, ବିମୁକ୍ତି, ମୁକ୍ତି