ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଜାଗାରେ ରହୁଥିବା ବା ବାସ କରୁଥିବା ବ୍ୟକ୍ତି
ଉଦାହରଣ : ଏଠାକାର ସମସ୍ତ ବାସିନ୍ଦାଙ୍କୁ ଜଣାଇ ଦିଆଯାଉଛି କି ସେମାନେ କୌଣସି ଅପରିଚିତ ବ୍ୟକ୍ତିଙ୍କୁ ନିଜ ଘରେ ଶରଣ ଦିଅନ୍ତୁନାହିଁ
ସମକକ୍ଷ : ଆବାସୀ, ବାସିନ୍ଦା
किसी जगह पर रहने या बसने वाला व्यक्ति।
A person who inhabits a particular place.
ଅର୍ଥ : କୌଣସି ସ୍ଥାନରେ ରହୁଥିବା ବା ବସବାସ କରୁଥିବା ଜୀବ
ଉଦାହରଣ : ଜଙ୍ଗଲ କାଟିବାରୁ ଜଙ୍ଗଲର ଅଧିବାସୀମାନଙ୍କ ସଂଖ୍ୟା କମିବାରେ ଲାଗିଛି
ସମକକ୍ଷ : ଅଧିବାସୀ, ବାସିନ୍ଦା
किसी जगह पर रहने या बसने वाला जीव।
A plant or animal naturalized in a region.
ସଂସ୍ଥାପନ କରନ୍ତୁ