ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆବାସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆବାସୀ   ବିଶେଷ୍ୟ

ଅର୍ଥ : କୌଣସି ଜାଗାରେ ରହୁଥିବା ବା ବାସ କରୁଥିବା ବ୍ୟକ୍ତି

ଉଦାହରଣ : ଏଠାକାର ସମସ୍ତ ବାସିନ୍ଦାଙ୍କୁ ଜଣାଇ ଦିଆ‌ଯାଉଛି କି ସେମାନେ କୌଣସି ଅପରିଚିତ ବ୍ୟକ୍ତିଙ୍କୁ ନିଜ ଘରେ ଶରଣ ଦିଅନ୍ତୁନାହିଁ

ସମକକ୍ଷ : ନିବାସୀ, ବାସିନ୍ଦା

किसी जगह पर रहने या बसने वाला व्यक्ति।

यहाँ के सभी निवासियों से अपील की जाती है कि आप किसी भी अपरिचित व्यक्ति को अपने घर में शरण न दें।
अधिवासी, अवसायी, आवासी, निवासी, बाशिंदा, बाशिन्दा, रहनेवाला, रहवासी, वाशिन्दा, वासी

A person who inhabits a particular place.

denizen, dweller, habitant, indweller, inhabitant

ଅର୍ଥ : ଯଅର ତୋଳାଯାଇଥିବା କଞ୍ଚା ବା ଶାଗୁଆ ବାଳ

ଉଦାହରଣ : ପିଲାଟି ଆବାସୀରେ ଖେଳୁଛି

जौ की तोड़ी हुई कच्ची या हरी बाल।

बच्चा आवासी से खेल रहा है।
आवासी