ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାରାଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାରାଚ   ବିଶେଷ୍ୟ

ଅର୍ଥ : ଲୁହାରେ ତିଆରି ହୋଇଥିବା ଏକ ପ୍ରକାର ବାଣ

ଉଦାହରଣ : ଶିକାରୀ ନାରାଚର ଫଳକକୁ ପଜାଉଛି

एक प्रकार का बाण जो लोहे का बना होता है।

शिकारी नाराच के फल को तेज कर रहा है।
नाराच, प्रसर

A projectile with a straight thin shaft and an arrowhead on one end and stabilizing vanes on the other. Intended to be shot from a bow.

arrow

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ନାରାଚର ପ୍ରତ୍ୟେକ ପାଦରେ ଦୁଇଟି ନଗଣ ଏବଂ ଚାରିଟି ରଗଣ ହୋଇଥାଏ

एक वर्णवृत्त।

नाराच के प्रत्येक चरण में दो नगण एवं चार रगण होते हैं।
नाराच

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ଗୋଟିଏ ମାତ୍ରା ଛନ୍ଦ

ଉଦାହରଣ : ନାରାଚରେ ଚବିଶଟି ମାତ୍ରା ଥାଏ

ସମକକ୍ଷ : ନାଗରାଜ

एक मात्रिक छंद।

नाराच में चौबीस मात्राएँ होती हैं।
नागराज, नाराच, पंचामर

(prosody) a system of versification.

poetic rhythm, prosody, rhythmic pattern