ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଳକୂଅ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଳକୂଅ   ବିଶେଷ୍ୟ

ଅର୍ଥ : ଭୂଇଁରୁ ପାଣି ବାହାରକରିବା ଯନ୍ତ୍ର ଯେଉଁଥିରେ ଚାପଦେଇ ପାଣି ବାହାର କରାଯାଏ

ଉଦାହରଣ : ଆଜିକାଲି ଗାଁ ଗାଁ ରେ ନଳକୂଅ ଅଛି

ସମକକ୍ଷ : ଟ୍ୟୁବ୍ ୱେଲ୍, ନଳକୂପ, ହାତପମ୍ପ

ज़मीन से पानी निकालने का यंत्र जिससे हाथ से चाँप कर पानी निकाला जाता है।

आजकल गाँव-गाँव में चाँपाकल है।
चाँपाकल, नल, हैंडपंप, हैण्डपम्प

A pump worked by hand.

hand pump

ଅର୍ଥ : ପଡ଼ିଆ, ଖେତଆଦିରେ ଭୂମି ତଳୁ ପାଣି ବାହାର କରିବା ନିମନ୍ତେ ବ୍ୟବହୃତ ନଳ ଯାହାର ଗୋଟିଏ ମୁଣ୍ଡ ଭୂମିର ପାଣିଥିବା ଗଭୀରତା ପର୍ଯ୍ୟନ୍ତ ଯାଇଥାଏ ଏବଂ ଦ୍ୱିତୀୟ ପାଖ ପାଣି ଟାଣି ବାହାରକୁ ଫୋପାଡ଼ି ଥାଏ

ଉଦାହରଣ : ବର୍ଷା କମ୍‌ ହେବା କାରଣରୁ ଜଳସେଚପାଇଁ ସ୍ଥାନେସ୍ଥାନେ ନଳକୂପ ବସାଯାଇଛି

ସମକକ୍ଷ : ଟିୱେଲ୍‌, ଟ୍ୟୁବ୍‌-ୱେଲ୍‌, ନଳକୂପ

मैदानों,खेतों आदि में भूमि के भीतर से पानी निकालने का वह नल जिसका एक सिरा भूमि में उस गहराई तक पहुँचा रहता है,जहाँ जल होता है और दूसरा सिरा बाहर पानी खिंचकर फेंकता है।

वर्षा की कमी होने के कारण जगह-जगह सिंचाई के लिए नलकूप लगाए जा रहे हैं।
ट्यूबवेल, ट्यूबवैल, नलकूप

A well made by driving a tube into the earth to a stratum that bears water.

driven well, tube well