ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନରସିଂହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନରସିଂହ   ବିଶେଷ୍ୟ

ଅର୍ଥ : ଭଗବାନ ବିଷ୍ଣୁଙ୍କ ଚତୁର୍ଥ ଅବତାରରେ ହୋଇଥିବା ଅଧା ନର ଓ ଅଧା ସିଂହ ରୂପ

ଉଦାହରଣ : ନୃସିଂହ ହିରଣ୍ୟକଶ୍ୟପକୁ ମାରିଥିଲେ

ସମକକ୍ଷ : ନୃସିଂହ

भगवान विष्णु के चौथे अवतार का वह रूप जो आधे पुरुष और आधे सिंह के रूप में था।

नरसिंह ने हिरण्यकश्यप को मारा था।
नरनाहर, नरसिंह, नरहरि, नृसिंह, नृसिंह भगवान, नृहरि, भगवान नरसिंह, भगवान नृसिंह, वज्रनख

The manifestation of a Hindu deity (especially Vishnu) in human or superhuman or animal form.

Some Hindus consider Krishna to be an avatar of the god Vishnu.
avatar

ଅର୍ଥ : ତୂରୀ ଭଳି ଏକ ବଡ଼ ବାଦ୍ୟ

ଉଦାହରଣ : ସିଙ୍ଗାର ଶବ୍ଦ ବହୁଦୂର ପର୍ଯ୍ୟନ୍ତ ଶୁଣାଯାଇଥାଏ

ସମକକ୍ଷ : ଗୋମୁଖ, ନରସିଂଗା, ନରସିଙ୍ଗା, ନରସିଙ୍ଘା, ସିଙ୍ଗା

तुरही की तरह का एक बड़ा बाजा।

नरसिंहा की आवाज़ दूर-दूर तक सुनाई देती है।
गोमुख, धेनुमुख, नरसिंगा, नरसिंहा, बाँकिया, सिंगा