ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନରମେଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନରମେଧ   ବିଶେଷ୍ୟ

ଅର୍ଥ : ମଣିଷକୁ ଆହୁତି ଦିଆଯାଉଥିବା ପ୍ରାଚୀନ କାଳରେ ପ୍ରଚଳିତ ଏକ ଯଜ୍ଞ

ଉଦାହରଣ : ପୌରାଣିକ କାଳରେ ଅସୁର ଆଦି ମାନେ ନରମେଧ ଯଜ୍ଞ ମଧ୍ୟ କରୁଥିଲେ

ସମକକ୍ଷ : ନରମେଧ ଯଜ୍ଞ, ନୃମେଧ

प्राचीन काल में प्रचलित एक प्रकार का यज्ञ जिसमें मनुष्य की आहुति दी जाती है।

पौरणिक काल में असुर आदि नरमेघ यज्ञ भी करते थे।
नरमेघ, नरमेघ यज्ञ, नरमेध, नरमेध यज्ञ, नृमेध

The public performance of a sacrament or solemn ceremony with all appropriate ritual.

The celebration of marriage.
celebration, solemnisation, solemnization