ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନବରାତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନବରାତ୍ର   ବିଶେଷ୍ୟ

ଅର୍ଥ : ଚୈତ୍ର ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ନଅଦିନ ଯେବେ ନବଦୁର୍ଗାଙ୍କ ବ୍ରତ ଓ ପୂଜା ହୁଏ

ଉଦାହରଣ : ଭିଣୋଇ ପ୍ରତିବର୍ଷ ନବରାତ୍ରିରେ ବ୍ରତ କରନ୍ତି

ସମକକ୍ଷ : ନବରାତ୍ରି

चैत्र सुदी प्रतिपदा से नवमी तक के नौ दिन जिनमें नवदुर्गा का व्रत और पूजन होता है।

जीजाजी हर वर्ष नवरात्र में व्रत रखते हैं।
नवरात, नवरात्र, नवरात्रि, नौरते, नौरात, नौरात्र, नौरात्रे, न्यौरते

ଅର୍ଥ : ଆଶ୍ୱିନ ବା ଅଶିଣ ମାସର ଶୁକ୍ଳ ପକ୍ଷର ପ୍ରଥମ ନ ଦିନ

ଉଦାହରଣ : ନବରାତ୍ରରେ ଦୁର୍ଗାଙ୍କୁ ନଅ ରୂପରେ ପୂଜା କରାଯାଏ

ସମକକ୍ଷ : ନବରାତ୍ରି

आश्विन या क्वार महीने के शुल्क पक्ष के शुरु के नौ दिन।

नौरात्र में दुर्गा के नौ रूपों का पूजन होता है।
नवरात, नवरात्र, नवरात्रि, नौरते, नौरात, नौरात्र, नौरात्रे, न्यौरते