ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନବନୀତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନବନୀତ   ବିଶେଷ୍ୟ

ଅର୍ଥ : ଦହି ବା ଦୁଧ ମନ୍ଥନରୁ ବାହାରୁଥିବା ତାହାର ସାରଭାଗ ଯାହାକୁ ଗରମ କରି ଘିଅ ତିଆରି କରାଯାଏ

ଉଦାହରଣ : ଲହୁଣୀ ବାଳ ଶ୍ରୀକୃଷ୍ଣଙ୍କର ବଡ଼ ପ୍ରିୟ ଥିଲା

ସମକକ୍ଷ : ମାଖନ, ଲବଣୀ, ଲହୁଣୀ

दही या दूध मथने से निकला हुआ उसका सार भाग जिसे तपाने से घी बनता है।

बाल श्रीकृष्ण को मक्खन बहुत प्रिय था।
अमृतसार, कच्चा घी, तनूनपात्, तनूनपाद्, नयनू, नवनी, नवनीत, नेऊन, नैनू, नैनूँ, मक्खन, मसका, मस्का, माखन, लवनी, स्नेहन

An edible emulsion of fat globules made by churning milk or cream. For cooking and table use.

butter