ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନନ୍ଦନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନନ୍ଦନ   ବିଶେଷ୍ୟ

ଅର୍ଥ : ଏକ ବର୍ଣ୍ଣବୃତ୍ତ

ଉଦାହରଣ : ନନ୍ଦନର ପ୍ରତ୍ୟେକ ଚରଣରେ କ୍ରମାନ୍ୱୟରେ ନଗଣ,ଜଗଣ,ଭଗଣ,ଜଗଣ ଓ ଦୁଇଟି ରଗଣ ଥାଏ

ସମକକ୍ଷ : ନଂଦନ

एक वर्णवृत्त।

नंदन के प्रत्येक चरण में क्रम से नगण, जगण, भगण, जगण और दो रगण होते हैं।
नंदन, नन्दन

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : କାର୍ତ୍ତିକେୟଙ୍କ ଜଣେ ଅନୁଚର

ଉଦାହରଣ : ପୁରାଣରେ ନନ୍ଦନଙ୍କର ବର୍ଣ୍ଣନା ମିଳେ

ସମକକ୍ଷ : ନଂଦନ

कार्तिकेय के एक अनुचर।

नंदन का वर्णन पुराणों में मिलता है।
नंद, नंदक, नंदन, नन्द, नन्दक, नन्दन

An imaginary being of myth or fable.

mythical being

ଅର୍ଥ : ପୁରୁଷ ସନ୍ତାନ

ଉଦାହରଣ : କୃଷ୍ଣ ବସୁଦେବଙ୍କ ପୁଅ ପୁତ୍ର କୁପୁତ୍ର ହୋଇପାରେ ମାତ୍ର ମାତା କୁମାତା ହୋଇପାରିବ ନାହିଁ

ସମକକ୍ଷ : କୁମର, ପୁଅ, ପୁତ, ପୁତ୍ର, ସୁତ

A male human offspring.

Their son became a famous judge.
His boy is taller than he is.
boy, son