ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଜର ରଖିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଜର ରଖିବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁ ଉପରେ ଧ୍ୟାନ ରଖିବା ଯାହାଦ୍ୱାରା ତାହା ଖରାପ ହୋଇଯିବା ବା ଏପଟ-ସେପଟ ହୋଇନପାରେ

ଉଦାହରଣ : ଚୁଲିରେ ବସିଥିବା ଦୁଧକୁ ଦେଖ, ଯେପରି ଉତୁରି ନ ଯାଏ

ସମକକ୍ଷ : ଦେଖିବା, ଧ୍ୟାନଦେବା

किसी वस्तु पर ध्यान रखना जिससे वह बिगड़ने या इधर-उधर न होने पावे।

चूल्हे पर रखे हुए दूध को देखो, कहीं गिर न जाए।
बच्चे को देखिएगा, जरा मैं बाहर से आती हूँ।
ख्याल रखना, देखना, ध्यान रखना, नजर रखना, नज़र रखना, निगरानी रखना

Follow with the eyes or the mind.

Keep an eye on the baby, please!.
The world is watching Sarajevo.
She followed the men with the binoculars.
follow, keep an eye on, observe, watch, watch over