ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଗର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଗର   ବିଶେଷ୍ୟ

ଅର୍ଥ : ମନୁଷ୍ୟ ନିର୍ମିତ ଏକ ପ୍ରକାର ବସ୍ତି ଯାହା ଗାଁ ଓ ଛୋଟ ସହରଠାରୁ ବହୁତ ବଡ଼ ଏବଂ ଯେଉଁଥିରେ ବିଭିନ୍ନ ପ୍ରକାରର ଲୋକ ରହନ୍ତି ଏବଂ ବଜାର ରହିଥାଏ

ଉଦାହରଣ : ମୁମ୍ବାଇ ଭାରତର ସବୁଠୁ ବଡ଼ ସହର

ସମକକ୍ଷ : ଟାଉନ୍‌, ନଗରୀ, ମହାନଗରୀ, ସହର, ସିଟି

मनुष्य की वह बस्ती जो गाँव और कस्बे से बहुत बड़ी होती है और जिसमें सब तरह के बहुत-से लोग रहते और बाज़ार होते हैं।

मुम्बई भारत का सबसे बड़ा शहर है।
तमस, तमस्, नगर, नगरी, पुर, शहर, सिटी, स्थानक

ଅର୍ଥ : କୌଣସି ସହରରେ ରହୁଥିବା ଲୋକ

ଉଦାହରଣ : ନେତାଙ୍କ ହତ୍ୟାକୁ ସାରା ସହର ବିରୋଧ କଲା

ସମକକ୍ଷ : ସହର

किसी शहर में रहने वाले लोग।

नेता की हत्या का विरोध पूरा शहर कर रहा है।
नगर, नगरी, शहर

People living in a large densely populated municipality.

The city voted for Republicans in 1994.
city, metropolis